ଭଦ୍ରକରେ ଇଡି ଚଢ଼ାଉ । ପୂର୍ବତନ ମନ୍ତ୍ରୀ ତଥା ଏବେ କାର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ଘରେ ଚଢ଼ାଉ । ଭଦ୍ରକ ସହରର 4 ଟି ସ୍ଥାନ ରେ ଚଢ଼ାଉ ହେଉଥିବା ସୂଚନା ମିଳିଛି । ତେବେ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷଙ୍କ ଘରେ ମଧ୍ୟ ଚଢ଼ାଉ ହେଉଥିବା ସୂଚନା ମିଳିଛି । ପ୍ରଫୁଲ୍ଲ ସାମଲଙ୍କ ସାବନା ବଜାର ସ୍ଥିତ ଘର , ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ମଧ୍ୟ ଚଢ଼ାଉ ହେଉଛି.ତେବେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷା ବଳୟରେ ଚଢ଼ାଉ ହେଉଛି ।