ଆଇଡି ବିସ୍ପୋରଣ ରେ ମହିଳା ମୃତ !

Spread the love

ଝାରଖଣ୍ଡ ଗୋଇରକେଲା ଥାନା ଅନ୍ତର୍ଗତ ଦରକଦା ଜଙ୍ଗଲ ରେ ଆଇଡି ବିସ୍ପୋରଣ ରେ ଜଣେ ମହିଳା ମୃତ ବରଣ କରିଛନ୍ତି। ମହିଳା ଙ୍କ ନାମ ରାନ୍ଦେୟ ପୂର୍ତ୍ତି। ସେ କାଠ ଗୋଟେଇବା ପାଇଁ ଜଙ୍ଗଲ କୁ ଯାଇଥିଲେ। ପୂର୍ବରୁ ମାଓବାଦୀ ଙ୍କ ଦ୍ଵାରା ଜଙ୍ଗଲ ରେ ଆଇଡ଼ି ଲଗାଯାଇଥିଲା। ଯାହା ଫଳରେ ମହିଳା ଜଣଙ୍କ ଭୁଲ ବଶତଃ ଆଇଡ଼ି ର ସଂପର୍ସରେ ଆସିବା ଫଳରେ ବିସ୍ପୋରଣ ଘଟିଥିଲା ଏବଂ ଘଟଣା ସ୍ଥଳରେ ମହିଳା ଙ୍କ ମୃତ୍ୟୁ ହୋଇଯାଇଥିଲା।


Spread the love

Leave a Reply

Your email address will not be published. Required fields are marked *