ମାଓ କ୍ୟାମ୍ପ ଧୋସ୍ତ । ଲ୍ୟାଣ୍ଡ ମାଇନ୍ସ, ଆଇଡି ନିଷ୍କ୍ରିୟ !

Spread the love

ନକ୍ସଲ ମାନଙ୍କ ଆଡ୍ଡା କୁ ଧୋନ୍ସ କଲେ ମିଳିତ ସୁରକ୍ଷା ବାହିନୀ । ପଶ୍ଚିମ ସିଙ୍ଘ ଭୁମ ଜିଲ୍ଲା ର ଗୋଇରକେଲା ଅଂଚଳର ଅସ୍ଥାୟୀ ମାଓ ଆଡ୍ଡା କୁ ଧୋନ୍ସ କରିବା ସହ ବୋଭିନ୍ନ ବିସ୍ପୋରକ ସାମଗ୍ରୀ ଏବଂ ମାଓ କାର୍ଯ୍ୟର ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ସେନା । ଚାଇବାସା ପୋଲିସ , କୋବ୍ରା ବାଟାଲିୟନ , ଝାରଖଣ୍ଡ ଜାଗୁଆର ଏବଂ ସିଆରପିଏଫ ବାଟାଲିୟନ ଟିମ ଦ୍ୱରା ଚାଲିଥିବା କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ କୁ ଠାବ କରାଯାଇଥିଲା।


Spread the love

Leave a Reply

Your email address will not be published. Required fields are marked *