ନିର୍ଭୀକ ନିରପେକ୍ଷ
ସିଲ ହେଲା ଏମବିଏ ଚାଏଵାଲା ଦୋକାନ । ସିଲ କଲା କଟକ ସିଏମସି । ସରପ୍ରାଇଜ ରେଡ଼ କରି ଦୋକାନ ସିଲ କଲା ସିଏମସି । ବିନା ଟ୍ରେଡ଼ ଲାଇସେନ୍ସ, ଫୁଡ଼ ଲାଇଲେନ୍ସ ଏବଂ ୟୁଜର ଫି ନଦେଇ ଚାଲିଥିଲା ଦୋକାନ । ଏହା ସହ ଦୁଇଟି ହାର୍ଡଓୟାର ଦୋକାନ କୁ ମଧ୍ୟ ସିଲ କରିଛି ସିଏମସି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.